Friday, March 29, 2024

Top 5 This Week

Related Posts

ହରଭଙ୍ଗା ବ୍ଲକ୍ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୟନ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୭/୦୭) : ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ହରଭଙ୍ଗା ବ୍ଲକ୍ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇ ନାମ ଘୋଷଣା କରାଯାଇଛି l

ହରଭଙ୍ଗା ବ୍ଲକ୍ କଂଗ୍ରେସ କମିଟିର ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ପଙ୍କଜ କୁମାର୍ କର୍ଣ୍ଣ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ପ୍ରଶାନ୍ତ କର୍ଣ୍ଣ, କୃଷ୍ଣଚନ୍ଦ୍ର ପ୍ରଧାନ ଓ ବେଣୁଧର ମେହେରଙ୍କୁ ମନୋନୀତ କରା ଯାଇଥିବା ଜଣା ପଡିଛି l କୋଷାଧ୍ୟକ୍ଷ ପଦବୀରେ ପୌଲସ୍ତୀ ପ୍ରଧାନ ରହିଛନ୍ତି l ସାଧାରଣ ସମ୍ପାଦକ ଭାବେ କାନ୍ହୁ ଚରଣ ନାଥ, ଗଦାଧର ମେଣ୍ଡିଲି, ବିଚିତ୍ର ମାଝୀ, ପ୍ରଦୀପ ଯୋଶୀ ଓ ଚିତ୍ରସେନ ମାଲିକଙ୍କୁ ମନୋନୀତ କରା ଯାଇଛି l ସମ୍ପାଦକ ଭାବେ ପ୍ରଦୀପ୍ ବେହେରା, ପ୍ରମୋଦ କୁମ୍ଭାର, ସିଦ୍ଧେଶ୍ୱର ବେହେରା, ପ୍ରମିଳା ନାଏକ, ଶୈଳେନ୍ଦ୍ର ଦେହୁରୀ, ନିରାକାର ବେହେରା, ବିଶାଳ ହାତୀ, ରମାକାନ୍ତ ଭୋକ୍ତା ମନୋନୀତ ହୋଇଛନ୍ତି |

କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଶେଷଦେବ ବେହେରା, ତ୍ରିଲୋଚନ ସେଠୀ, ଅବନୀ କୁମାର୍ ପ୍ରଧାନ, ଅଶୋକ ବିଶୋଇ, ଜିତେନ୍ଦ୍ର ସାହୁ, କୁନା ସାହୁ, ଗୁଲିଆର୍ ମହମ୍ମଦ ଖାନ୍, ଗିରୀଧାରୀ ପ୍ରଧାନ, ଝରଣା ହାତୀ, ପ୍ରଦୀପ ବାରିକ, କୃପା ନାଏକ, ନାରାୟଣ ମେହେର, ନିକୁଞ୍ଜ ଆଚାର୍ଯ୍ୟ, ମହାଦେବ ମହାନନ୍ଦିଆ, ଭବାନୀ ବିଶ୍ୱାଳ, ରାଜେନ୍ଦ୍ର ତରିଆ, ସବିତା ପ୍ରଧାନ, ଝରିଆ ସାହୁ ମନୋନୀତ ହୋଇଥିବା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସମରେଶ ମିଶ୍ର ସୂଚନା ଦେଇଛନ୍ତି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles