ବିକଳ୍ପ ଓ ପଲ୍ଲୀ ଆଲୋକ ପାଠାଗାରର ଆନୁକୂଲ୍ୟରେ କୋଭିଡ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ

0
288

ରିପୋର୍ଟ : ବିମଳେନ୍ଦୁ ସାହୁ //
ଲୋଇସିଂହା, (୧୭/୦୭) : କଟାବାଞ୍ଜି ର ସ୍ବେଚ୍ଛାସେବୀ ସଂଗଠନ ବିକଳ୍ପ ଓ ପଲ୍ଲୀ ଆଲୋକ ପାଠାଗାର ନଅ ଗାଁ (ଖ) ର ମିଳିତ ଆନୁକୂଲ୍ୟରେ କୋଭିଡ ଟୀକାକରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।9c1ff2f1 0e25 4ae3 831d 1704ef7e4b5b ବିକଳ୍ପ ଓ ପଲ୍ଲୀ ଆଲୋକ ପାଠାଗାରର ଆନୁକୂଲ୍ୟରେ କୋଭିଡ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ

ସ୍ବେଚ୍ଛାସେବୀ ସଂଗଠନ ବିକଳ୍ପ ଓ ପଲ୍ଲୀ ଆଲୋକ ପାଠାଗାର ନଅ ଗାଁ (ଖ) ର ମିଳିତ ଆନୁକୂଲ୍ୟ ରେ କୋଭିଡ ଟୀକାକରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ରେ ଆଞ୍ଚଳିକ ଲୋକଗୀତ ମାଧ୍ୟମରେ ଲୋକ ଙ୍କୁ ବିଭିନ୍ନ କୋଭିଡ ସୂଚନା ପ୍ରଦାନ କରାଯିବା ସହିତ ଏକ ସଚେତନତା ରଥ ଆଗଲପୁର ବ୍ଲକର ନଅ ଗାଁ, ବଡ଼ଟିକା, ଝରଣିପାଲି, ନୁନିଆପାଲି ଓ ଭରସୁଜା ପଞ୍ଚାୟତ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମ କୁ ବିକଳ୍ପ କଟାବାଞ୍ଜି ର ସଂଯୋଜକ ହିମାଂଶୁ ଶେଖର ନାଗ ଓ ପଲ୍ଲୀଆଲୋକ ପାଠାଗାର ର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର ପ୍ରମୁଖ ପରିଚାଲନା କରିଥିଲେ ।