Thursday, March 28, 2024

Top 5 This Week

Related Posts

ବୌଦ୍ଧ ଗଡ଼ ର ଜିଲ୍ଲା ଆଶ୍ରୟ ସ୍ଥଳୀ ପରିଦର୍ଶନ କଲେ DMHP ୟୁନିଟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୧/୧୧) : ଆଜି ୧୧:୪୫ ରେ ବୌଦ୍ଧ ଜିଲ୍ଲା ର ଆଶ୍ରୟ ସ୍ଥଳୀ (SUH) ପରିଦର୍ଶନ କଲେ DMHP ୟୁନିଟ |WhatsApp Image 2021 11 12 at 7.55.31 AM 2 ବୌଦ୍ଧ ଗଡ଼ ର ଜିଲ୍ଲା ଆଶ୍ରୟ ସ୍ଥଳୀ ପରିଦର୍ଶନ କଲେ DMHP ୟୁନିଟ

ବୌଦ୍ଧ ଗଡ଼ ର ଏହି ଆଶ୍ରୟ ସ୍ଥଳୀ ରେ ରହୁଥିବା ମାନସିକ ବିକୃତ ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବୌଦ୍ଧ DMHP ୟୁନିଟ୍ | ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ଗଡ଼ ର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ CMM, ରହେମାନ ସାର୍, ପ୍ରଫୁଲ୍ଲ, ପଟ୍ଟନାୟକ୍ ସାର୍ ଓ ଆଶ୍ରୟ ପରିଚାଳକ ଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

Popular Articles