-5.7 C
Innichen
Saturday, January 22, 2022

ସ୍କୁଲ ଖୋଲିବା ପୂର୍ବରୁ କୋଭିଡ ଟେଷ୍ଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୩/୧୧) : ଆଜି କାଶୀନଗର ସହର ର ମାଜଳ ସାହି ମଣ୍ଡପ ଠାରେ ସ୍କୁଲ ଖୋଲିବା ପୂର୍ବରୁ କୋଭିଡ ଟେଷ୍ଟ କରା ଯାଇଥିଲା ।

ସେହିଭଳି ସ୍କୁଲ ଖୋଲିବା ପୂର୍ବରୁ ମାଜଳା ସାହି ର ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଆଜି କାଶୀନଗର ସହର ର ବିଭିନ୍ନ ଜାଗାରେ ୪୦ ଜଣ ଙ୍କୁ ଏହି କୋଭିଡ ଟେଷ୍ଟ କରାଯାଇଥିବା ଜଣାଯାଇଛି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles