Friday, March 29, 2024

Top 5 This Week

Related Posts

ସ୍କୁଲ ଖୋଲିବା ପୂର୍ବରୁ କୋଭିଡ ଟେଷ୍ଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୩/୧୧) : ଆଜି କାଶୀନଗର ସହର ର ମାଜଳ ସାହି ମଣ୍ଡପ ଠାରେ ସ୍କୁଲ ଖୋଲିବା ପୂର୍ବରୁ କୋଭିଡ ଟେଷ୍ଟ କରା ଯାଇଥିଲା ।

ସେହିଭଳି ସ୍କୁଲ ଖୋଲିବା ପୂର୍ବରୁ ମାଜଳା ସାହି ର ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଆଜି କାଶୀନଗର ସହର ର ବିଭିନ୍ନ ଜାଗାରେ ୪୦ ଜଣ ଙ୍କୁ ଏହି କୋଭିଡ ଟେଷ୍ଟ କରାଯାଇଥିବା ଜଣାଯାଇଛି ।

Popular Articles