Friday, March 29, 2024

Top 5 This Week

Related Posts

ମାରୁତି ଧାମ ସୀତାରାମ ମଠ ଠାରେ ନାମ ଯଜ୍ଞ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୫/୧୧) : ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପୀନାଥ ପୁର ଗ୍ରାମ ରେ ଥିବା ମାରୁତି ଧାମ ସୀତାରାମ ମଠ ଠାରେ ଆଜି କାର୍ତ୍ତିକ ଏକାଦଶୀ ଅବସରରେ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି |

ମାରୁତି ଧାମ ସୀତାରାମ ମଠ ଠାରେ ଶ୍ରୀ ସର୍ବେଶ୍ୱର ଦାସ ଙ୍କ ଶିଷ୍ୟ ଅଭିରାମ ଦାସ ଙ୍କ ତତ୍ଵାବଧାନରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି | କର୍ତ୍ତା ଭାବେ ମୁରଲୀ ଝାଙ୍କର ଓ ତାଙ୍କ ଧର୍ମ ପତ୍ନୀ ରୀନା ଝାଙ୍କର ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ କୃଷ୍ଣ ଚନ୍ଦ୍ର ପରିଚ୍ଛା ପୂଜା କାର୍ଯ୍ୟ କରିଥିଲେ | ଏହି ନାମ ଯଜ୍ଞ ରେ ଶହଶହ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା |

Popular Articles