32.9 C
Balāngīr
Friday, April 25, 2025
- Advertisement -spot_img

CATEGORY

ଅଦ୍ୟତନ-ସମ୍ବାଦ

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଗୋଳାବନ୍ଧରୁ ନକଲି ଡାକ୍ତର ଗିରଫ

ଗୋପାଳପୁର // ଗଞ୍ଜାମ, (୨୪/୦୪) : ଆପ୍ର. : ଗୋପାଳପୁର ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୋଳାବନ୍ଧର ଅନିଲ କୁମାର ସାହୁ...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କଠାରୁ ଲୁଟ୍

ଉଦଳା, (୨୪/୦୪) : ଆପ୍ର. : ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ରାଜ୍ୟ ରାଜପଥ ବାଲିମୁଣ୍ଡଳୀ ଛକ ନିକଟରେ । ଗତକାଲି ବିଳମ୍ବିତ...

ଗୁଣି ଗାରେଡି ସନ୍ଦେହରେ ଜଣକୁ ପିଟି ପିଟି ହତ୍ୟା, ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ଥାନା ଅଧିକାରୀ, ଘଟଣାରେ ସମ୍ପୃକ୍ତ କାହାରିକୁ ଛଡ଼ା ଯିବନି : ଏସପି

ରାୟଗଡ଼ା, (୨୨/୦୪) : ଆପ୍ର. : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସଦର ମହକୁମା ସ୍ଥିତ ହାଟ ପଦାରେ ଲୋମ ହର୍ଷଣକାରୀ ହତ୍ୟା କାଣ୍ଡ ଘଟିଯାଇଛି । ଗୁଣି ଗାରେଡି କରି ମାରି...

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ପଞ୍ଚାୟତିରାଜ ଦିବସରେ ନୂଆ ରାସନ କାର୍ଡ ବାଣ୍ଟିବେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର, (୨୩/୦୪) : ଆପ୍ର. : ଏପ୍ରିଲ ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ରାଜ୍ଯ ସରକାର । ପଞ୍ଚାୟତିରାଜ ଦିବସରେ ବଣ୍ଟାଯିବା ନେଇ ଯୋଗାଣମନ୍ତ୍ରୀ ସୂଚନା ଦେଇଛନ୍ତି । ପୁରୀରେ ଏହାର...

ଜଳୁଛି ସାରା ଓଡିଶା, ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (୨୩/୦୪) : ଆପ୍ର. : ଜଳୁଛି ସାରା ଓଡିଶା । ଡେଉଁଛି ପାରଦ । କଲବଲ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି । ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ ଓ ରାଉରକେଲାରେ ଅସହ୍ୟ...

ଶନି ମନ୍ଦିରରୁ ଲୁଟ୍, ଠାକୁରଙ୍କ ଅଳଙ୍କାର ନେଇ ମାରିଲେ ଛୁ

ବାସୁଦେବପୁର, (୨୩/୦୪) : ଆପ୍ର. : ଆମ ସମାଜରେ ପାପର ଭାର ଏତେ ବଢ଼ି ଗଲାଣି ଯେ ଲୋକମାନେ ଚୋରି କରିବାକୁ ଶନି ଦେବଙ୍କୁ ବି ଛାଡୁ ନାହାନ୍ତି । ଶନି ମନ୍ଦିରରେ...

Latest news

- Advertisement -spot_img