32.9 C
Balāngīr
Wednesday, April 30, 2025
- Advertisement -spot_img

CATEGORY

ପାଣିପାଗ ରିପୋର୍ଟ

ତାତିରୁ ମିଳିଲା ତ୍ରାହି: ୨ ଯାଏ ରାଜ୍ୟରେ କାଳବୈଶାଖୀ, ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, (୨୯/୦୪) : ଆପ୍ର. : କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ତ୍ରାହି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିଲା ତାତି । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ...

କାଳବୈଶାଖୀ ପ୍ରଭାବରେ ବହୁ ଗଛ ଭାଙ୍ଗି କ୍ଷୟକ୍ଷତି ଘଟିଛି

ରାଇକିଆ, (୨୮/୦୪) : ଆପ୍ର,, କନ୍ଧମାଳ ଜିଲ୍ଲା ରାଇକିଆଠାରେ ଶନିବାର ଦିନ ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ବହୁ ପ୍ରବଳ ବେଗରେ ପବନ ବହିବା ସହ କୁଆପଥର...

ତାଣ୍ଡବ ରଚିଛି କାଳବୈଶାଖୀ, ଗଛ ଭାଙ୍ଗି ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ

ବଲାଙ୍ଗିର, (୨୭/୦୪) : ଆପ୍ର. : ତାଣ୍ଡବ ରଚିଛି କାଳବୈଶାଖୀ । ପବନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ହୋଇଛି କୁଆପଥର ବର୍ଷା । ବର୍ଷା ପବନରେ ବଡ ବଡ ଗଛ ଭାଙ୍ଗି ପଡିଥିବାରୁ...

ଆଜିଠୁ ୪ ଦିନ କାଳବୈଶାଖୀ, ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (୨୬/୦୪) : ଆପ୍ର. : ଆଜିଠୁ ୪ ଦିନ କାଳବୈଶାଖୀ ବର୍ଷା । ଆଜି ଅପରାହ୍ଣରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଜଳୁଛି ସାରା ଓଡିଶା, ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (୨୩/୦୪) : ଆପ୍ର. : ଜଳୁଛି ସାରା ଓଡିଶା । ଡେଉଁଛି ପାରଦ । କଲବଲ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି । ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ ଓ ରାଉରକେଲାରେ ଅସହ୍ୟ...

ତତଲା ତାୱାରେ ସିଝୁଛି ଓଡ଼ିଶା, ଆଜି ୮ ଜିଲ୍ଲାକୁ ହିଟୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ତତଲା ତାୱାରେ ସିଝୁଛି ଓଡ଼ିଶା । କେଉଁଠି ତାତି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଛି । ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ...

ଆହୁରି ୩ ଦିନ କାଳବୈଶାଖୀ: ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର, (୨୦/୦୪) : ଆପ୍ର. : କାଳବୈଶାଖୀ ପ୍ରଭାବ ଯୋଗୁଁ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ଆହୁରି ୩ ଦିନ...

କାଳବୈଶାଖୀରେ ଭାଙ୍ଗିଲା ୮୦ରୁ ଅଧିକ ଘର, ପାଣି ପଶି ଅନେକ ସାମଗ୍ରୀ ନଷ୍ଟ

କରଞ୍ଜିଆ, (୧୯/୦୪) : ଆପ୍ର. : କାଳବୈଶାଖୀରେ ଭାଙ୍ଗିଲା ୮୦ରୁ ଅଧିକ ଘର । ଗତକାଲି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ରରୁଆ ଓ ଶୁକୃଲି ବ୍ଲକରେ କାଳବୈଶାଖୀ ତାଣ୍ଡବ ରଚିଛି । ବିଶେଷକରି ରରୁଆ...

ପାଟଣାଗଡ଼ ଓ ନରସିଂହପୁରରେ ତାଣ୍ଡବ ରଚିଲା କାଳବୈଶାଖୀ: କୁଆପଥର ମାଡ଼କୁ, ଭାଙ୍ଗିଲା ବଡ଼ ବଡ଼ ଗଛ

ପାଟଣାଗଡ଼/ନରସିଂହପୁର, (୧୯/୦୪) : ଆପ୍ର. : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ତାଣ୍ଡବ ରଚିଲା କାଳବୈଶାଖୀ । ବର୍ଷା ଓ ପବନରେ ଭଙ୍ଗିଲା ଅନେକ ଗଛ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଗତକାଲି ସନ୍ଧ୍ୟାରେ କାଳ...

Latest news

- Advertisement -spot_img