32.9 C
Balāngīr
Wednesday, April 30, 2025
- Advertisement -spot_img

CATEGORY

ମୁଖ୍ୟ ଖବର

ଟ୍ରେନ ରେ ପେଣ୍ଟରିକାର ଵାଲା ଙ୍କ ବେଆଇନ ରନ୍ଧା ଖାଦ୍ୟ : ରେଳ ବିଭାଗର ଦୃଷ୍ଟି ଦେବାକୁ ଦାବୀ

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ ବଲାଙ୍ଗୀର,ଟିଟିଲାଗଡ,ତା(୨୬/୦୭) : ସାରା ଭାରତ କୁ ସଂଯୋଗ କରୁଥିବା ଟିଟିଲାଗଡ ରେଳ ଜଂକ୍ସନ ଅନ୍ୟତମ ବୃହତ ରେଳ ଜଂକ୍ସନ ହୋଇଥିବା ବେଳେ ଏହି ଟିଟିଲାଗଡ ଦେଇ ବହୁ ସଂଖ୍ୟକ...

କରୋନା ଟୀକା ପାଇଁ ଆଧାର କାର୍ଡ ର ଲମ୍ବା ଲାଇନ : ଅବ୍ୟବସ୍ଥା ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ରିପୋର୍ଟ : ସନ୍ତୋଷ କୁମାର ନାୟକ ବଲାଙ୍ଗୀର,ତା(୨୬/୦୭) : କରୋନା ଟୀକା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହି ଟୀକା ନେବାକୁ ଯାଇ ଟୀକା ଅଭାବ ରହିବା ସହ ମୋବାଇଲ ରେ...

ପିଜିଟି ପାଇଁ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ଦରକାର ନାହିଁ ବିଇଡି : ନିୟମରେ ପରିବର୍ତ୍ତନ କଲେ ସରକାର

ରିପୋର୍ଟ : ସୁଭାସିସ ନାୟକ ଭୁବନେଶ୍ୱର,(୨୭/୦୭) : ଦିର୍ଘ ଦିନ ଧରି ଉଠୁଥିବା ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଦାବିକୁ ସରକାର ଗ୍ରହଣ କରିଛନ୍ତି । ଏଣିକି ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ(ପିଜିଟି) ଶିକ୍ଷକତା...

ପ୍ରିଣ୍ଟ ମିଡିଆର ୧୪୭ କୋଟିର ବିଜ୍ଞାପନ ଟଙ୍କା ବାକି ରଖିଛନ୍ତି କେନ୍ଦ୍ର ସରକାର : ଆର.ଟି.ଆଇ. ତଥ୍ୟ

ରିପୋର୍ଟ : ସୁଭାସିସ ନାୟକ ନୂଆଦିଲ୍ଲୀ,(୨୭/୦୭) : ପ୍ରିଣ୍ଟ ମିଡିଆର ୧୪୭ କୋଟିର ବିଜ୍ଞାପନ ଟଙ୍କା ବାକି ରଖିଛନ୍ତି କେନ୍ଦ୍ର ସରକାର । ଆର.ଟି.ଆଇ. ତଥ୍ୟ ଜରିଆରେ ଏହି ବକେୟା ବିଲ୍ ୨୦୦୪ ମସିହାରୁ...

ଦେଶର ପ୍ରଥମ ସହର ଭାବରେ ପୁରୀରେ Drink from Tap ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରିପୋର୍ଟ : ସୁଭାସିସ ନାୟକ ଭୁବନେଶ୍ୱର,(୨୭/୦୭) : ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆଜି ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି...

ଆସିଲା ଏ.ସି.ଏଫ୍. ସୌମ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟ : ବିଦ୍ୟା ଭାରତୀଙ୍କ ସମ୍ପୃକ୍ତିକୁ ନେଇ ଉଠିଲା ପ୍ରଶ୍ନ

ରିପୋର୍ଟ : ସୁଭାସିସ ନାୟକ ଭୁବନେଶ୍ୱର,(୨୭/୦୭) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏ.ସି.ଏଫ୍.) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ବିବାଦ ଲାଗି ରହିଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି ।...

ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ରିପୋର୍ଟ : ରଂଜିତ ବେହରା // ଢେଙ୍କାନାଳ,(୨୬/୦୭) : ଆଜି ଜିଲ୍ଲା କାର୍ଯ୍ୟଳୟସ୍ଥ ସଦ୍ଭାବନା ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା...

ଜିଲ୍ଲା ପ୍ରେସ୍ କ୍ଲବର ୪ର୍ଥ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

ରିପୋର୍ଟ : ସୁଶାନ୍ତ ବେହରା // ବୌଦ୍ଧ,(୨୬/୦୭) : ବୌଦ୍ଧ ଜିଲ୍ଲା ପ୍ରେସ୍ କ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସର ରେ ବୌଦ୍ଧ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି...

ଗାଁ ସାଥି ସଙ୍ଘ ର କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଦାବିରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ : ବିମଳେନ୍ଦୁ ସାହୁ // ଲୋଇସିଂହା,(୨୬/୦୭) : କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ତଥା ପରିଚୟ ପତ୍ର ଦାବିରେ ଆଗଲପୁର ବ୍ଲକ ଗାଁ ସାଥି ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗାଁ...

ପଶ୍ଚିମ ଓଡିଶା ହିନ୍ଦୁ ଯୁବ ବାହିନୀ ପକ୍ଷରୁ ଭରସୁଜା ଠାରେ କାର୍ଗିଲ ବିଜୟ ଦିବସ ପାଳିତ

ରିପୋର୍ଟ : ବିମଳେନ୍ଦୁ ସାହୁ // ଭରସୁଜା,(୨୬/୦୭) : ଲୋଇସିଂହା ଥାନା ଭରସୁଜା କଲ୍ୟାଣ ମଣ୍ଡପ ଠାରେ ପଶ୍ଚିମ ଓଡିଶା ହିନ୍ଦୁ ଯୁବ ବାହିନୀ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି ।...

Latest news

- Advertisement -spot_img