32.9 C
Balāngīr
Wednesday, April 30, 2025
- Advertisement -spot_img

CATEGORY

ମୁଖ୍ୟ ଖବର

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...

କଳାହାଣ୍ଡିରେ ଆଲୋଡନ; ଏକା ନମ୍ୱର ଥିବା ଦୁଇଟି ବସ ଜବତ

ଭବାନୀପାଟଣା, (୨୮/୦୪) : ଆପ୍ର. : ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟର ଯୁଗରେ ଏକା ନମ୍ୱର୍ ପ୍ଲେଟ ଥାଇ ଦୁଇଟି ଗାଡି ଚାଲିବା ସମ୍ଭବ ନୁହେଁ ବୋଲି ସଂପ୍ରତି ସାଧାରଣରେ ଏକ ଧାରଣା...

ମାଡ଼ ମାରି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

କେନ୍ଦୁଝର, (୨୮/୦୪) : ଆପ୍ର. : ଟାଉନଥାନା ନରଣପୁର ଠାରେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍‌‌ ହୋଇଥିବା ସୂଚନା ମିଳିଛି । ନରଣପୁର ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ତାଙ୍କଠାରୁ ୫ଲକ୍ଷ ଟଙ୍କାର ସୁନା...

ରାସ୍ତା ଉପରେ ବ୍ୟବସାୟୀଙ୍କୁ ହତ୍ୟା, ଲୁଟିନେଲେ ଟଙ୍କା ବ୍ୟାଗ

ବୌଦ୍ଧ, (୨୮/୦୪) : ଆପ୍ର. : ରାସ୍ତା ଉପରେ ବ୍ୟବସାୟୀଙ୍କୁ ହତ୍ୟା କରି ନେଇଗଲେ ଟଙ୍କା । ବୌଦ୍ଧ ସହରରେ ହତ୍ୟାକାଣ୍ଡ ଓ ଲୁଟ୍ । ମୃତକଙ୍କ ନାଁ ମନୋଜ ପାତ୍ର । ଦୁଇଟି...

ଅଟୋ ଚାଳକ ସଂଘର ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ଗୁଣପୁର, (୨୮/୪) : ଆପ୍ର. : ଜାମ୍ମୁ କାଶ୍ମୀର ର ପହଲଗାମ୍ ଠାରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଥିବା ହିନ୍ଦୁ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି କାମନା କରି ଗୁଣପୁର ଅଟୋ ଚାଳକ...

ଗଡ଼ ମଧୁପୁର ରେଳ ଷ୍ଟେସନ ନିକଟରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୩ ବର୍ଷର ଝିଅ ଗୁରୁତର

ଯାଜପୁର, (୨୮/୦୩) : ଆପ୍ର. : ଯାଜପୁର ଜିଲ୍ଲା ଗଡ଼ମଧୁପୁର ରେଳ ଷ୍ଟେସନ ନିକଟରେ ଘଟିଛି ଅଘଟଣ । ଆଜି ସକାଳେ ଓଡ଼ିଶାର ଯାଜପୁର ଜିଲ୍ଲାର ଗଡ଼ ମଧୁପୁର ରେଳ ଷ୍ଟେସନ ନିକଟରୁ...

ସାନଭାଇକୁ ଗଛରେ ବାନ୍ଧି ପିଟିପିଟି ହତ୍ୟା କଲା ବଡ଼ଭାଇ

ଭଞ୍ଜନଗର, (୨୮/୦୪) : ଆପ୍ର. : ସାନଭାଇକୁ ଗଛରେ ବାନ୍ଧି ପିଟିପିଟି ହତ୍ୟା କଲା ବଡ଼ଭାଇ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ବ୍ରାହ୍ମଣପଦର ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତକ...

୨ ଟଙ୍କା ପାଇଁ ଗୁଳିମାଡ଼, ଅଳ୍ପକେ ବର୍ତ୍ତୀଲେ ବାପା ପୁଅ

ଚାନ୍ଦବାଲି, (୨୮/୦୪) : ଆପ୍ର. : ୨ ଟଙ୍କା ପାଇଁ ଗୁଳିମାଡ଼ । ମାତ୍ର ୨ ଟଙ୍କା ପାଇଁ ଯୁକ୍ତିତର୍କ ଆଉ ତା ପରେ ସିଧା ଗୁଳି । ଅଳ୍ପକେ ବର୍ତ୍ତୀଲେ ବାପା ପୁଅ।...

ପ୍ରଶାସନ ନ ଶୁଣିବାରୁ ତେଲ ବ୍ରିଜ ର ଖାଲକୁ ପୋତିଲେ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା

ସୁବର୍ଣ୍ଣପୁର, (୨୭/୦୪) : ଆ.ପ୍ର : ଦୀର୍ଘ ବର୍ଷ ରୁ ଅବହେଳିତ ହୋଇ ପଡ଼ିଥିବା ସୁବର୍ଣ୍ଣପୁର- ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜ ର (ଜାତୀୟ ରାଜପଥ...

ଚୋରୀ ହୋଇଥିବା କୁଣ୍ଡା ବୋଝେଇ ଟ୍ରକ ଜବତ : ୩ ଗିରଫ

ସୁବର୍ଣ୍ଣପୁର, (୨୭/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କମିରା ସ୍ଥିତ ଶ୍ରୀୟlନ୍ସ ସଲଭେଣ୍ଟ ଅଏଲରୁ କୁଣ୍ଡା ବୋଝେଇ ହୋଇ ଯାଇଥିବା ଟ୍ରକ ଚୋରି ଘଟଣାରେ ଆଜି ୩...

Latest news

- Advertisement -spot_img