ମାହେଶ୍ୱରୀ ସଂସ୍କୃତି ଭବନ ଠାରେ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

0
202
ମାହେଶ୍ୱରୀ ସଂସ୍କୃତି ଭବନ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୯/୦୧) : ଆଜି ବୌଦ୍ଧ ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ଆନୁକୂଲ୍ୟ ରେ କିଶୋର ମହାନ୍ତି ଙ୍କ ଏକାଦଶlହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l9a35accf 77e2 4e22 864f 0ab1677c91c0 ମାହେଶ୍ୱରୀ ସଂସ୍କୃତି ଭବନ ଠାରେ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଏହି ସଭାରେ ପରିଷଦ ର ସଭାପତି ଶମ୍ଭୁ ଗିରି ସଭାପତିତ୍ୱ କରିଥିଲେ l ସମ୍ପାଦକ କୃତ୍ତିବାସ ପଲିଆ, ସଂଯୋଜକ ପ୍ରଭାତ ଚନ୍ଦ୍ର ପ୍ରଧାନ, ଯୁବ ନେତା ସୁବୋଧ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ମା ହେଶ୍ୱରୀ ପୂଜକ ପୁରୁଷୋତ୍ତମ ମହାକୁଡ଼ ଉପସ୍ଥିତ ରହି ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

ସ୍ବର୍ଗତ ମହାନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ଥିବା ବେଳେ ମା ହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ପାଇଁ ୨୦ ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ l ଶେଷରେ ଶିକ୍ଷକ ରାଜକୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l