ଅଜଣା ଜନ୍ତୁ ଆକ୍ରମଣ ରେ ୫୦ ରୁ ଉର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ

0
145
ଅଜଣା ଜନ୍ତୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୧୧) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଣିଗାଁ ଗ୍ରାମ ରେ ଗତ କାଲି ରାତ୍ର ରେ କୌଣସି ଅଜଣା ଜନ୍ତୁ ଙ୍କ ଆକ୍ରମଣ ରେ ୫୦ ରୁ ଉର୍ଦ୍ଧ୍ୱ ଛେଳି ଙ୍କ ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି ।  

ପ୍ରାପ୍ତ ସୂଚନା ଅନୁଯାଇ, କିଣିଗାଁ ଗ୍ରାମ ରେ ଛେଳି ଚୋରାଇ ଜୀବନ ପୋଷଣ କରୁଥିବା ବିରା କ୍ରିଷ୍ଣା ବିରା ରାମରାଓ ଙ୍କ ମେଣ୍ଢା ସଲ ରେ କୌଣସି ଅଜଣା ଜନ୍ତୁ ପଶି ୬୮ ଟି ଛେଲିକୁ କାମୁଡି ଦେବା ଫଳ ରେ ମୃତ୍ୟୁ ଘଟି ଥିବା ବେଳେ ୨୮ ଟି ଛେଳି ଆହତ ହୋଇଛନ୍ତି । ଏଜି ଖବର ପ୍ରବଳ ବେଗରେ ଚାରୀ ଆଡେ ପ୍ରଚାରିତ ହୋଇଛି, ଏହି ଖବର ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, କିଣିଗାଁ ସରପଞ୍ଚ, ସମିତିସଭ୍ୟ ବାଲା ଶ୍ରୀଧର ଘଟଣା ସ୍ଥଳ ରେ ପହଞ୍ଚି ସମବେଦନା ଜଣାଇ ଜିଲ୍ଲା ପ୍ରଶାସନ ର ଦୃଷ୍ଟି କୁ ନେବେ ବୋଲି ଶ୍ରୀ ରାଓ ସୂଚନା ଦେଇଛନ୍ତି ।