ଏନ ଏ ସି କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

0
176
ଏନ ଏ ସି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୧) : କାଶୀନଗର ଏନ ଏ ସି ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଗତ ୨୦ ଡିସେମ୍ବର ରେ ଭିଜିଲାନ୍ସ ହାତ ରେ ଧରାପଡି ଜେଲ ଯାଇଥିଲେ, ଏଣୁ ଓଡ଼ିଶା ସରକା ତାଙ୍କୁ ଚାକିରିରୁ ସସ୍ପେଣ୍ଡ କରିଛନ୍ତି ।

ଏନ ଏ ସି କନିଷ୍ଠ ଯନ୍ତ୍ରୀ ନିଲମ୍ବିତ । ଜଣେ ଠିକାଦାର ଙ୍କ ବିଲ କରାଇଦେବି ବୋଲି ଅଗ୍ରିମ ୩୦,୦୦୦ ଲାଞ୍ଚ ନେଉଥିବା ବେଳେ ଧାରା ପଡ଼ିଥିଲେ । ନଗର ଉନ୍ନୟନ ବିଭାଗ ଙ୍କ ଚିଠି ନମ୍ବର ୬୪, ତାରିଖ ୩.୧.୨୦୨୩ ପ୍ରକାରେ ଶ୍ରୀ ସାହୁ ନିଲମ୍ବିତ ହୋଇଥିବା ନିଁର୍ଧେଶ ହୋଉଛି । ବ୍ରହ୍ମପୁର ଭିଜିଲାନ୍ସ ପି ଏସ କେସ ନଂ ୨୯ /୨୦.୧୨.୨୨ ପ୍ରକାରେ ଟଙ୍କା ନାମ ରେ କେସ ରହିଛି । ଶ୍ରୀ ସାହୁଙ୍କ କାଶୀନଗର କାର୍ଯ୍ୟାଳୟ, ଭଡା ଘର, ପୈତୃକ ଘର ଆନନ୍ଦ ପୁର ରେ ଏକ କାଳୀନ ଚଢ଼ାଉ ହୋଇ ଆୟ ବହିର୍ଭୁତ ଟଙ୍କା ଠୁଳ କରିବା ଅଭିଯୋଗ ମଧ୍ୟ୍ୟ ରହିଛି ।