ବିଜୁ ବାବୁ ଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳିତ

0
87
ବିଜୁ ବାବୁ

ରିପୋର୍ଟ : ପ୍ରଣୟଟି ସାବତ
କାଶୀନଗର, (୫/୩) : ଆଜି ଗଜପତି ଜିଲ୍ଲା କାଶୀନଗର ଏନ ଏ ସି ରେ ବିଜୁ ବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।

ସ୍ଥାନୀୟ ବଂଶଧରା ପାଠାଗାର ତଥା ପ୍ରେସ କ୍ଲବ ପରିସର ରେ ବିଜୁ ବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବଂଶଧରା ପାଠାଗାର ସଭାପତି ହୃଷିକେଶ ଗୌଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଉପ ସଭାପତି ରଘୁରାମ ସାହୁ, ଟାଉନ ଯୁବ ସଭାପତି ରାଜେଶ ମିଶାଲ, ଛାତ୍ର ନେତା ଶ୍ରୀ ରାଜେଶ ପାଣିଗ୍ରାହୀ, ସାମ୍ବାଦିକ ଶ୍ରୀ ରାଜେଶ ପଟନାୟକ ଯୋଗ ଦେଇ ବିଜୁବାବୁ ଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଦେଇ ବିଜୁବାବୁ ଙ୍କ ସ୍ମୃତି ଚରଣ କରି ବିକାଶ ପୁରୁଷ ତଥା କାଲୁଙ୍ଗ ବୀର ଙ୍କୁ ମାନେ ପକାଇଥିଲେ । ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର ଧନ୍ୟବାଦ ଦେଇଥିଲେ ।