ନର୍ସିଂ କଲେଜ ହଷ୍ଟେଲରୁ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
69
ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୭/୦୪) : ଯାଜପୁର ଜାଭିୟର ନର୍ସିଂ କଲେଜ ହଷ୍ଟେଲରୁ ଦ୍ଵିତୀୟ ବର୍ଷ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ।

ଯୁବତୀଙ୍କ ମୃତ୍ୟୁ ପଛରେ କଲେଜ କତ୍ତୃପକ୍ଷଙ୍କ ହାତ ଥିବା ଅଭିଯୋଗ ଆଣିଲେ ଛାତ୍ରୀଙ୍କ ପରିବାର ଲୋକେ । ଛାତ୍ରୀଙ୍କ କହୁଣି ଓ ମୁହଁର କିଛି ସ୍ଥାନରେ କ୍ଷତ ଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି କରିବାର ଲୋକେ । ମୃତ ଛାତ୍ରୀ ଶୁଶ୍ରୀ ନିବେଦିତା ସାହୁଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ଓ ସାଇଣ୍ଟିଫିକ ଟିମ୍‌ । ଯାଜପୁର ରୋଡ SDPO ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।