ଟିକିରି ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ କଲେଜ ଗୃହ ଉଦ୍ଘାଟନ

0
90
ଟିକିରି ରେ

ରିପୋର୍ଟ : ନରୋତ୍ତମ ପାଢୀ
ଟିକିରି/ରାୟଗଡ଼ା, (୨୭/୦୪) : ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଟିକିରି ରେ ଆଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂତନ କଲେଜ ଗୃହ ଉଦ୍ଘାଟନ ହୋଇ ଯାଇଛି ।WhatsApp Image 2023 04 27 at 19.34.56 ଟିକିରି ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ କଲେଜ ଗୃହ ଉଦ୍ଘାଟନ

ବହୁ ଦିନଧରି ଟିକିରି ଅଞ୍ଚଳରେ କଲେଜ ଟିଏ ନଥିବା ହେତୁ ଅନେକ ସମୟରେ ଛାତ୍ର ଛାତ୍ରୀ ବିଭିନ୍ନ ସମୟରେ କଲେଜ ପଡିବା ପାଇଁ ଅସୁବିଧା ସମ୍ମୁଖୀନ ହୋଇ ଆସୁଥିଲେ । ଯାହା ଫଳରେ ସରକାର ଙ୍କ କିଛିଦିନ ତଳେ ସରକାର 5T ନିୟମ ଅନୁସାରେ ଟିକିରି ରେ ଥିବା ହାଇସ୍କୁଲରେ କଲେଜ ପାଇଁ ସିକୃତି ମିଳିଥିଲା । ଏହା ପରେ ଏହା ପରେ ଯୁଦ କାଳିନ ଭିତିରେ ଶ୍ରେଣୀ ଗୃହ ନିମାଣ ହୋଇଥିଲା । ଏହା ପରେ ଆଜି ଟିକିରି ହାଇସ୍କୁଲରେ କଲେଜ ଗୃହ ଉଦ୍ଘାଟନ ହୋଇଥିଲା ଏହି ଉଦଘାଟନ ସମୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଜିଲ୍ଲା ପରିଷଦ ସରସ୍ଵତୀ ମାଝି ବ୍ଳକ ଚେରମେନ କଣ୍ଠ ମାଝି ସହ ସମାଜ ସେବି ବିଦ୍ରାଧର ନାୟକ ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲୋଚନ ଖରା ସହ ବିଦ୍ୟାଳ ଶିକ୍ଷକ ରଞ୍ଜିତ କୁମାର ମିଶ୍ର ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ ।