ଖରିଫ ଚାଷ ପାଇଁ ଏକ କର୍ମଶଳା ରମଣାକୁପୁଳି ଠାରେ ଅନୁଷ୍ଠିତ

0
93
ଖରିଫ ଚାଷ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୯/୫) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରା ଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ରମଣାକୁପୂଲ୍ ଆମ୍ବ ତୁଟା ଠାରେ ଖରିଫ ଚାଷ ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା ।

ଖରିଫ ଚାଷ ପାଇଁ ଏକ କର୍ମଶଳା ସଭାରେ ଜିଲ୍ଲା ପରିଚାଳକ ଶ୍ରୀ ଶରତ କୁମାର ସାହୁ, ଆଗୁଜୁଭେଟ ଶ୍ରୀ ପ୍ରମଦ କୁମାର ପ୍ରଧାନ, ମୁନିଗୁଡା ଟିମ୍ ଲିଡର ଉଦ୍ଧବ ସାହୁ, ପିଲ୍ଡ କର୍ମ କର୍ତ୍ତା ଶ୍ରୀନାଥ କାଣ୍ଡ ମକା, ଅର୍ଜୁନ ଦଣ୍ଡ ସେନା, ରାଜେଶ ଉର୍ଲ୍ଲକା , ଗ୍ରାମ ର ସମସ୍ତ ସଦସ୍ୟ ମା ଓ ବାପା ମାନେ ଉପସ୍ଥିତ ରହିଥିଲେ । ୱାଡ଼ର୍ ମେମ୍ବର ଗୋରୀ ପିଡ କାକା, ଅନିତା ପିଡିକାକା, ସମ୍ବୁବନ, ଉସାବତି ପିଦିକକା ଓ ହରି, ସୋନପୁର, ଦିଶିଲା ବିଭାର, ମ୍ବିକେ, କୁମୁଟି ପିଦିକାକା ଉପସ୍ଥିତ ରହି ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଙ୍କୁ କୁକୁଡ଼ା ମାନଙ୍କର ରକ୍ଷଣାବେକ୍ଷଣ, ଛେଳି ମେଣ୍ଢା ମାନଙ୍କ ନେଇ ଓ ପୃଷ୍ଟି ପ୍ରମୁଖ ପନିପରିବା ମଞ୍ଜି ଗୁଡ଼ିକ କିପରି ବେଡ କରି ଚାରା ରୋପଣ କରାଯିବ ସେହି ବିଷୟ ରେ କର୍ମଶଳା ଅନୁଷ୍ଠିତ ହୋଇଥିଲା ।