ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିଶିଂ ଏଚଓଡି ଙ୍କୁ ମରଣାନ୍ତକ ଆକ୍ରମଣ

0
131
ଆକ୍ରମଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, (୨୫/୦୫) : ଟିଟିଲାଗଡ ଥାନା ଅନ୍ତର୍ଗତ ତୁରଲା ଗ୍ରାମ ନିକଟସ୍ଥ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚଓଡି ଯୁକ୍ତେଶ୍ଵର ମହାପାତ୍ରଙ୍କୁ ତିନି ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ସୁଚନା ମିଳିଛି ।

କେଉଁ କାରଣରୁ ତାଙ୍କୁ ଆକ୍ରମଣ କରାଯାଇଛି ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଆହତ ଶ୍ରୀ ମହାପାତ୍ର ଙ୍କ ପ୍ରାରମ୍ଭିକ ଚିକିତ୍ସା କରଜାଇଥିବା ବେଳେ ସ୍ଥାନୀୟ ନିଯୁକ୍ତି କୁ ନେଇ ଉକ୍ତ ତିନି ଜଣ ଆକ୍ରମଣ କରି ଥିବା ଚର୍ଚ୍ଚା ହେଉଛି ।