1. Exclusive News- କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ଙ୍କ ସମୀକ୍ଷା ବୈଠକ

0
73
କ୍ଲଷ୍ଟର ସ୍ତରୀୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୭) : ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଠାରେ କ୍ଲଷ୍ଟର ସ୍ତରୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଫ ଏଲ ଏନ ବୂକ, ପିଲାଙ୍କୁ ପାଇଁ କେଳାଂଡର, ପିଲା ମାନଙ୍କ ବହି ଯୋଗାଣ, ଓ ଅନ୍ୟାନ୍ୟ ବିଷୟ ନେଇ ସମୀକ୍ଷା କରାଯାଇଛି | ଏହି ବୈଠକରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇଥିଲେ । ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ବିଷ୍ଣୁ ଦାସ ଓ ଶ୍ରୀ ସମେଶ୍ୱର ରାଓ, ସିଅରସିସି ଆର ମଧୁ କୁମାର ଯୋଗ ଦେଇଥିଲେ ।