1. Best News : ରମାନାକୁପୁଲି ଛକ ଠାରେ ମାଓ ପୋଷ୍ଟର

0
62
ରମାନାକୁପୁଲି

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୪/୮) ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟୁରାଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ରମାନାକୁପୁଲି ଛକ ନିକଟରେ ଥିବା ଲାଲ ଖାନ କୁସୁଳିଆ ଚିକେନ ସେଣ୍ଟର ରେ ମାଓ ପୋଷ୍ଟର ଲାଗିଛି ।

ରମାନାକୁପୁଲି ଛକ ଠାରେ ମାଓ ପୋଷ୍ଟର : ଏହି ପୋଷ୍ଟର ନିରଧୋସ ବ୍ୟକ୍ତି ବିଶେଷଙ୍କୁ ବାଟ ଘାଟ ରେ ଉଠାଇ ନେଇ ମାର ପିଟ କରିବା ସହ ଜେଲ ଦଣ୍ଡ ଦେବା ଲୋକ ମାନଙ୍କୁ ଜେଲ ରୁ ମୁକତ କରିବା ପାଇଁ ଉଲ୍ଲେଖ ରହିଛି । ଯଦି ସେମାନଙ୍କୁ ନ ଛାଡ଼ ଗଲେ ଏଥିରେ ସେହି ତିନି (୩) ସୁନାମ ଧନ୍ୟ ବିଜେଡି ନେତା ଶ୍ରୀ ଜଗନ୍ନାଥ ସାରକ, ଶ୍ରୀ ସୁଧୀର ଦାସ ଓ ଶ୍ରୀ ନାକେଡି ଭାସ୍କର ରାଓ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଛି । ଏହି ପୋଷ୍ଟର ରେ ସିପିଆଇଏମଏଲ ବିଜି ଏ ନ ଡ଼ିଭିଜନାଲ କମିଟି ପକ୍ଷରୁ ଦାବି କରାଯାଇଛି ।