Best News: ସର୍ବ ଭାରତୀୟ 49 ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
67
ସର୍ବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୮) : କାଶୀନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ରେ ସର୍ବ ଭାରତୀୟ ୪୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l

ସର୍ବ ଭାରତୀୟ ୪୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ : ଆଜି ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ଏନ ଏ ସି ଅଧ୍ୟାକ୍ଷା ଏମ ସୁଧାରାଣୀ ଙ୍କ ସଭାପତି ତ୍ବ ରେ ଆରମ୍ଭ ହୋଇଥିଲା l ସମ୍ମାନିତ ଅତିଥିଭାବେ ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ଓ ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ବାଲା ସାୟାମ୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଯୋଗ ଦେଇଥିଲେ l ଏନ ଏ ସି ର ଏକ ମିନି ପାର୍କ ଉଦଘାଟନ ହୋଇଥିଲା l ସ୍ୱାଗତ ଭାଷଣ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ ପ୍ରଧାନ ପାଠ କରିଥିଲେ l ସ୍ଵଚ୍ଚ ଭାରତ ମିଶନ କୁ ଜୋରଦାର କରିବା, ଆହାର କେନ୍ଦ୍ର ରେ ଆହୁରି ଅବିବୃଦ୍ଧି କରିବା ହରିଶ୍ଚନ୍ଦ୍ର ଯୋଜନା କୁ ବହୁତ କରାଯିବ ବୋଲି କୁହାଯାଇଛି l ସ୍କୁଲ ପିଲାମାନେ ମାନଙ୍କ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କୃତ କରାଯାଇଥିଲା l