ରାଇକିଆ ସୌଜ୍ୟଜାଗରଣ ଯାତ୍ରା ରଥକୁ ପାଳନ

0
52
ରାଇକିଆ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୩/୧୦) : କନ୍ଧମାଳ ଜିଲ୍ଲା ରାଇକିଆରେ ପ୍ରବେଶ କରିଛି ସୌଜ୍ୟ ଜାଗରଣ ଯାତ୍ରା ରଥକୁ ବହୁ ଧୁମ୍ ଧାମରେ ପାଳନ ହେଲା ।

ଏହି ରଥ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମ ରୁ ଯାତ୍ରା ଆରମ୍ଭ ହୋଇଅଛି । ମୁକ୍ତା ନନ୍ଦ ପୁରୀମହାରାଜ ଉପସ୍ଥିତରେ ଏହି ଯାତ୍ରା ଚାଲୁ ରହିଛି । ଏହି ରଥକୁ ଦେଖିବାକୁ ବହୁ ଲୋକ ମାନେ ଉପସ୍ଥିତ ଥିଲେ । ଓ ରାଇକିଆର ବେରେଡ଼ାକିଆ ଠାରୁ ରାଲି ହୋଇ ଆସିଥଲେ ଓ ରାଇକିଆ ବସଷ୍ଟାଣ୍ଡ ଠାରେ ସଭା ହୋଇଥିଲା ।