ବିଜେଡିର ମିଶ୍ରଣ ପର୍ବ

0
57
ବିଜେଡିର

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୪/୧୧) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଘୁଡ଼ିଘାଟ ପଞ୍ଚାୟତ ଘୁସୁରାମୁଣ୍ଡା ଗାଁ ର ୨୦ ଜଣ ଯୁବସାଥୀ ଯୁବ ନେତା ଧନୁ ମେହେରଙ୍କ ନେତୃତ୍ଵରେ କଣ୍ଟାବାଞ୍ଜି ବିଜେଡି ବରିଷ୍ଠ ନେତା ଅଜୟ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଲେ ।WhatsApp Image 2023-11-04 at 20.35.29

ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଗୁଡିକ ତତ ସଙ୍ଗେ ସଙ୍ଗେ ବିଜେଡି ବରିଷ୍ଠ ନେତା ଶ୍ରୀ ଦାସ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ । ମିଶ୍ରଣ ପର୍ବରେ ରମେଶ ସାହୁ, ଗୋପବନ୍ଧୁ ମେହେର ନରେଶ ସାହୁ, ଅଶୋକ ମେହେର, ଗିରିଧାରୀ ମେହେର, ମଞ୍ଜେସ ମେହେର, କ୍ରିଷ୍ଣା ମେହେର. ଅନଙ୍ଗ ମେହେର. ଆର୍ତ୍ତରାଜ ମେହେର, ଭଜନାଥ ମେହେର, ବୈଦ୍ୟନାଥ ମେହେର, ଧର୍ମରାଜ ମେହେର, ଲବ ମେହେର, ଖୁଜା ବାଗ, ଏସ କେ ମେହେର,ରମେଶ ଭୋଇ, ନୂଆନଜନ ଭୋଇ, ଗୋପାଳ ମେହେର, ମାଳିଆ ମେହେର, ଘାସିରାମ ମେହେର ବିଜେଡି ବ୍ଲକ ସଭାପତି ମିନିକେତନ ପାତ୍ର ଧନ୍ୟବାଦ ଦେଇଥିଲେ ।