ଡୁକୁମ ଗ୍ରାମ ପଞ୍ଚାୟତର ଝିଆରି ଗ୍ରାମ ଠାରେ ବର ଗଛମୂଳେ ପଲ୍ଲୀ ସଭା ଅନୁଷ୍ଠିତ

0
46
ଡୁକୁମ ଗ୍ରାମ ପଞ୍ଚାୟତର

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୯/୧୧) : ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଡୁକୁମ୍ ଗ୍ରାମ ପଞ୍ଚାୟତର ଝିଆରୀ ଗ୍ରାମ ଠାରେ ବିଭିନ୍ନ ଉନ୍ନୟନ ମୂଳକ ନେଇ ପଲ୍ଲୀ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 11 10 At 11.30.32

ଏହି ପଲ୍ଲୀ ସଭାରେ ସରପଞ୍ଚ ଜୟନ୍ତି ସାରାକା, ସମିତି ସଭ୍ଯା ରହିବାରି ଜାଗାରାଙ୍ଗା, ଔଡମେମ୍ବର ଦମୟନ୍ତୀ ବେଡ୍ରାକା,କାର୍ଯ୍ଯ ନିର୍ବାହୀ ଅଧିକାରୀ ଟି ସୁରୀୟା, ଝିଆରୀ ଗ୍ରାମର ମହିଳା ଓ ପୁରୁଷ ମାନେ ଯୋଗ ଦାନ କରିଥିଲେ।ଏତି ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କାମ ରଖିଥିଲେ, ରାସ୍ତା, ପାନୀୟଜଳ, ସ୍କୁଲ ପାଚିରି, ସାହି ଡ୍ରେନ୍ ଇତିଦ୍ଯା ମୂଳକ ପ୍ରକଳ୍ପ କାର୍ଯ୍ଯ କରାଯିବା ନେଇ ପଲ୍ଲୀ ସଭାରେ ଆଲୋଚନା ଚକ୍ର ହୋଇଥିଲା ।

ସେହି ବୋଲି ଆଦୀବାସୀ, ହରିଜନ ଓ ପଛୁଆବର୍ଗ ଙ୍କୁ ନେଇ ୧୫ ଜଣିଆ କମିଟି ଗଠନ କରିଥିଲେ, ବାରି ବେଡ୍ରାକା, ଶ୍ଯାମ ବେଡ୍ରାକା, ଡ୍ରୂଞୁ ବେଡ୍ରାକା, ଗୋପି ବେଡ୍ରାକା ଲିଙ୍ଗିନା ସାରକା, ଦମୟନ୍ତି ବେଡ୍ରାକା, ବୁଦୁରା କଲକା, ମଞୁଲା ଜାଗରାଙ୍ଗା, ରଜନୀ ବେଡ୍ରାକା, ସେନାପତି ବେଡ୍ରାକା, ବୂନ୍ଦା ହିଆଲ, ଅନଥ ଗଣ୍ଟା, ସୁଭାସୀନ୍ ଭାତ୍ରା, ପଦ୍ମନୀ, ମୋହମ, ଏମାନଙ୍କ ଉପସ୍ଥିତରେ ଆଜି ଝିଅଆରୀ ବର ଗଛ ମୂଲେ ଏକ ପଲ୍ଲୀ ସଭା ଗଠନ ବୈଠକ ଅନୁଷ୍ଠିତ ହୋଇ ଥିଲା । ଏହି ପଲ୍ଲୀ ସଭାରେ ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ । ବଣ୍ଡାରିଲିମା ସରପଞ୍ଚ ଙ୍କୁ ପଞ୍ଚାୟତ ନିର୍ବାହି ପାନୀୟଜଳ ବିଷୟ କିଛି ବାର୍ତ୍ତ ଦେଇଥିଲେ ।