ଅନ୍ତଃରାଷ୍ଟ୍ରୀୟ ମାନବଧିକାର ସମ୍ମିଳନୀ – ୨୦୨୩ ରେ ଓଡିଶାର ଦେବୀ ପ୍ରସାଦ ସାହୁ ସମ୍ନାନିତ

0
44
ଅନ୍ତଃରାଷ୍ଟ୍ରୀୟ ମାନବଧିକାର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩୦/୧୧) : ନେସନାଲ ହ୍ୟୁମେନ ରାଇଟସ ଆଣ୍ଡ କ୍ରାଇମ କଂଟ୍ରୋଲ ବ୍ୟୁରୋ ଦ୍ୱାରା ଇଣ୍ଟରନେସନାଲ କନଭେନସନ – ୨୦୨୩ ନୂଆଦିଲ୍ଲୀ ଠାରେ ଓଡିଶା ର ବର୍ତମାନ ପ୍ରଭାରୀ ଶ୍ରୀ ଦେବୀ ପ୍ରସାଦ ସାହୁ ଙ୍କୁ ନେସନାଲ ହ୍ୟୁମେନ ରାଇଟସ ସ୍ପେସିଆଲ ଆୱାର୍ଡ ୨୦୨୩ ରେ ସମ୍ନାନିତ କରାଯାଇଛି ।Whatsapp Image 2023 11 29 At 17.42.23

ନେସନାଲ ହ୍ୟୁମେନ ରାଇଟସ ଆଣ୍ଡ କ୍ରାଇମ୍ କଂଟ୍ରୋଲ ବ୍ୟୁରୋର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼କ୍ଟର ରଣଧିର କୁମାର ଏବଂ ସମ୍ନାନିତ ବସେମ ଏଫ ହେଲିସ (ରାଷ୍ଟ୍ରଦୂତ ପାଲେଷ୍ଟାଇନ)ଙ୍କର କରକମଳରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ନେପାଳ ଦେଶର ଚୈରପେରସନ- ନେପାଳ ଟୁରିଜିମ ର ଅନରେବଲ ଭାବେଶ ଶ୍ରେଷ୍ଟାଜି, ଶ୍ରୀ ସୁରେଶ ବେର୍ମା, ଅସସିଷ୍ଟାଣ୍ଟ କମାଣ୍ଡାଣ୍ଟ (ଗୃହ ମନ୍ତ୍ରାଳୟ) ଉପସ୍ଥିତ ଥିଲେ । ଦେବୀ ପ୍ରସାଦ ସାହୁ ଙ୍କୁ ମିଳିଥିବା ଏହି ସ୍ପେସିଆଲ ଆୱ।ଡ଼ ଆମ ଓଡ଼ିଆ ରାଜ୍ୟ ପାଇଁ ଗୌରବ ଓ ଗୌରବର ବିଷୟ ।