ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଉଦଘାଟିତ

0
58
ଗଜପତିରୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୧) : ଓଡିଶା ସରକାରଙ୍କ ଗଜପତିରୁ ବ୍ୟଜ୍ୟୋଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।

ଆଜି ଗଜପତି ଜିଲ୍ଲାରେ ୨୪ ଜଣ ବ୍ୟଜ୍ୟୋଷ୍ଠ ନାଗରିକଙ୍କୁ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଵରା ତିରୁପତି ରାଓ, ପାରଳାଖେମୁଣ୍ଡି ମୁନିସିପାଲିଟି ଅଧ୍ୟାକ୍ଷା ନିର୍ମଳା ସେଠି ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଆଜି ଏହି ବୟୋଜ୍ୟୋଷ୍ଠ ନାଗରିକ ମାନଙ୍କୁ ବ୍ରହ୍ମପୁର ଅଭିମୁଖେ ପତାକା ଦେଖାଇ ଛାଡିଛନ୍ତି । ସେମାନେ ଆଜି ବ୍ରହ୍ମପୁରରେ ରାତ୍ରି ଯାପନ କରିବେ ଆସନ୍ତାକାଲି ସେଠାରୁ ପ୍ରୟାଗରାଜ ଅଭିମୁଖେ ବାହାରିବେ ।