ଦିଲୀପ ବେହେରା ଆଇ ଟି ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ

0
60
ଦିଲୀପ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୨) : ସରକାର ନିର୍ବାଚନ ପୂର୍ବରୁ ବହୁ ସରକାରୀ ଅଧିକାରୀ ଙ୍କୁ ବଦଳି ପ୍ରକ୍ରିୟା ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଓ ନିର୍ଦ୍ଦେଶକୁ ମାନିଛନ୍ତି l

ସେହି ମୁତାବକ କିଛି ଓ ଏ ଏସ ଅଫିସର ଙ୍କୁ ବଦଳି କରିଛନ୍ତି l ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ର ଆଦିବାସୀ ଉନ୍ନୟନ ସଂସ୍ଥା କୁ ରାୟଗଡା ଜିଲ୍ଲା ରେ କାର୍ଯ୍ୟରତ ଦିଲୀପ ବେହେରା ଙ୍କୁ ଗଜପତି ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି l ଗତ ୨୫ ତାରିଖରେ ଓଡିଶା ସରକାର ଏକ ବିଜ୍ଞ୍ୟାପ୍ତି ମାଧ୍ୟମରେ ଜଣାଇଛନ୍ତି l