କାଶୀନଗର ରେ ହେବ ୧୦ଟି ପିଙ୍କ ବୁଥ : ଉପ ଜିଲ୍ଲାପାଳ

0
73
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୩) : ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କାଶୀନଗର ସହର ରେ ୧୦ଟି ପିଙ୍କ ବୁଥ ହେବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।

ଗତ କାଲି ପାରଳା ଉପ ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା କାଶୀନଗର ସହରର ୧୩ଟି ୱାର୍ଡ ରେ ରହିଥିବା ବୁଥ ପରିଦର୍ଶନ କରିଥିଲେ । ତାଙ୍କ ସ୍ୱଷ ତହସିଲଦାର ଶ୍ରୀ ଅଶୋକ ପ୍ରଧାନ ଓ ଏନ e ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ ବୁଲି ସମସ୍ତ ବୁଥ ର ସ୍ଥିତି ପରଖିଥିଲେ । ଆସନ୍ତା ନିର୍ବାଚନ ରେ ୧୦ଟି ପିଙ୍କ ବୁଥ ହେବ ବୋଲି ସୂଚନା ଦେଇଥିଲେ ।