ଓଲଟିଲା ବେଆଇନ ଗୋରୁ ବୁଝେଇ ପିକଅପ୍

0
18
ଓଲଟିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୭/୦୪) : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଧାମନଗର ପଳିକିରି ରାସ୍ତାରେ ଏକ ବେଆଇନ ଗୋରୁ ବୁଝେଇ ପିକଅପ୍ ଓଲଟି ପଡ଼ି ଥିବାବେଳେ ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର

ଓଲଟିଲା ବେଆଇନ ଗୋରୁ ବୁଝେଇ ପିକଅପ୍ । ସୂଚନା ଅନୁଯାୟୀ ପିକଅପ ଗାଡି ଭିତରେ ୫ରୁ ଅଧିକ ଗୋରୁ ଥିଵା ଜଣାପଡିଛି । ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଗାଡି ଅଟକ ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ତେବେ ଧାମନଗର ଅଞ୍ଚଳର ଦିନକୁ ଦିନ ବେଆଇନ ଗୋରୁ ଚୋରା ଚାଲାଣ ବଢ଼ିବରେ ଲାଗିଥିବା ବେଳେ ଦିନକୁ ଦିନ ଏହି ଭଳି ଦୁର୍ଘଟଣା ଘଟୁଛି । ଯାହାକୁ ଧାମନଗର ବାସିନ୍ଦା ଏଥିପାଇଁ ଧାମନଗର ପ୍ରଶାସନ କୁ ପ୍ରତିଵାଦ କରରିଛନ୍ତି । ବେଆଇନ ଗୋରୁ ଚୋରା ଚାଲାଣକୁ ନେଇ ଲିଖିତ ଅଭିଯୋଗ ସହ ବିଭିନ୍ନ ସମୟରେ ମଧ୍ୟ ଦାବି କରିଆସିଛନ୍ତି । ସେପଟେ ଗାଡ଼ି ଟି ଧାମନଗର ଅଞ୍ଚଳର ବୋଲି ସୂଚନା ଅନୁଯାୟୀ ଜଣାପଡିଛି ।

Leave a Reply