ଆଜି ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷା, ଅପରାହ୍ନ ୨ଟା’ରୁ ଆରମ୍ଭ

0
22
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୫/୦୫) : ରବିବାର ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ) ଅନୁଷ୍ଠିତ ହେବ। ରବିବାର ଅପରାହ୍ନ ୨ ଟା ରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।

ଆଜି ମେଡିକାଲ ପ୍ରବେଶିକା ନିଟ୍ ପରୀକ୍ଷା, ଅପରାହ୍ନ ୨ଟା’ରୁ ଆରମ୍ଭ । ଓଡ଼ିଶାରୁ ପରୀକ୍ଷା ଦେବେ ୬୬ ହଜାର ୩୪୨ ଛାତ୍ରଛାତ୍ରୀ। ରାଜ୍ୟରେ ମୋଟ୍ ୧୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଦେଶର ୫୫୭ ସହରରେ ୨୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଦେଶ ବାହାରେ ୧୪ଟି ସହରରେ ହୋଇଛି ପରୀକ୍ଷା କେନ୍ଦ୍ର।

Leave a Reply