ପୁରୁଣା କଟକ ରେ ୯୯ ଜଣଙ୍କୁ ଭୀମ ଭୋଇ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ

0
166

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୩/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ରେ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।c8611a03 29c3 45a0 b223 6ba7b8efca2c ପୁରୁଣା କଟକ ରେ ୯୯ ଜଣଙ୍କୁ ଭୀମ ଭୋଇ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ

ପୁରୁଣା କଟକ ରେ ୯୯ ଜଣଙ୍କୁ ଭୀମ ଭୋଇ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ ଶିବିର କୁ ହରଭଙ୍ଗା ବିଡିଓ ସୁଶ୍ରୀ ସ୍ମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାରୀ, ବିରେନ୍ଦ୍ର କଁହର, ଅକ୍ଷୟ ପଣ୍ଡା, ସତ୍ୟବ୍ରତ ସାହୁ, ସୁବ୍ରତ ପ୍ରାଧନ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ହରଭଙ୍ଗା ହରଭଙ୍ଗା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ମହାନ୍ତି ପରିଚାଳନା କରିଥିଲେ । ଏହି ସାମର୍ଥ୍ୟ ଶିବିରରେ ୧୪୨ ଜଣ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୯୯ ଜଣଙ୍କୁ ଚିନ୍ହଟ କରି ପ୍ରମାଣ ପତ୍ର ଯୋଗାଇ ଦେଇଥିବା ଜଣାପଡିଛି ।998f5979 0c40 4655 81ed 2b34ac8095b9 ପୁରୁଣା କଟକ ରେ ୯୯ ଜଣଙ୍କୁ ଭୀମ ଭୋଇ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ