ପବିତ୍ର ରଥଯାତ୍ରା ଉପଲକ୍ଷେ ଲିନା ଅଳଙ୍କାର ର ଶୁଭ ଉଦଘାଟନ 

0
198

ରିପୋର୍ଟ : ଶୁଭମ ପାଣି
ଢେ଼ଙ୍କାନାଳ, (୧୩/୦୭) : ପବିତ୍ର ରଥଯାତ୍ରା ଉପଲକ୍ଷେ ସଦର ବ୍ଲକ ଅନ୍ତର୍ଗତ ରଂଜା ଛକ ଠାରେ ଆଜି ଲିନା ଅଳଙ୍କାର ର ଶୁଭ ଉଦଘାଟନ ହୋଇଯାଇଛି

ଲିନା ଅଳଙ୍କାର ଦୋକାନ ର ମାଲିକ ସମୀର ସାହୁଙ୍କ ପିତା ସୁଦର୍ଶନ ସାହୁ ଅଳଙ୍କାର ଦୋକାନ ର ଶୁଭ ଉଦ୍ଘାଟନ କରିଛନ୍ତି । ଆଜି ପରି ପବିତ୍ର ଦିନରେ (ପବିତ୍ର ରଥଯାତ୍ରା ଉପଲକ୍ଷେ) ଦୋକାନ ର ଶୁଭ ଉଦ୍ଘାଟନ କରିବା ସହ ସୁନା ର ମୂଲ୍ୟ ଉପରେ ୧ ଗ୍ରାମ ପିଛା ୨୦୦ ଟଙ୍କା ଏବଂ ଗଢ଼ା ମଜୁରୀ ଉପରେ ୨୦୦ ଟଙ୍କା ଛାଡ଼ କରାଯାଇଛି ।

ଉକ୍ତ ଅଂଚଳ ରେ କୌଣସି ଅଳଙ୍କାର ଦୋକାନ ନ ଥିବାରୁ ଭଲ ବ୍ୟବସାୟ ହେବ ବୋଲି ମାଲିକ ସମୀର ସାହୁ ଆଶା ବ୍ୟକ୍ତ କରିଛନ୍ତି । ଏଠାରେ ବହୁତ ଉଚ୍ଚ ମାନ ର ଆଧୁନିକ ଅଳଙ୍କାର ମାନ ଉପଲବ୍ଧ ରହିଛି ।