ବେଆଇନ ବାଲି ଚୋରା ଚାଲାଣ : ୬ଟି ଟ୍ରାକ୍ଟର ରୁ ୫୦ହଜାର ଟଙ୍କା ଜୋରିମାନା ଆଦାୟ 

0
189

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର , (୧୨/୭) : ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୬ ଟି ଟ୍ରାକ୍ଟର ରେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ସମୟରେ ସୋନପୁର ତହସିଲଦାର ନଵୀନ କିଶୋର ପାଢ଼ୀ ଚଢ଼ାଉ କରିଥିଲେ l

ବେଆଇନ ଭାବରେ ବାଲି ଚୋରା ଚାଲାଣ ନିମନ୍ତେ ୬ ଟି ଟ୍ରାକ୍ଟର ରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ l ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଓ ରାଜସ୍ଵ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ l