ଜିଲ୍ଲାପାଳ ଙ୍କ ବିଭିନ୍ନ ମଣ୍ଡି ଓ ମିଲ ପରିଦର୍ଶନ

0
222
ଜିଲ୍ଲାପାଳ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୪/୦୧) : ଆଜି ଗଜପତି ଜିଲ୍ଲାପାଳଙ୍କ ଦିନିକିଆ କାଶୀନଗର ଗସ୍ତ ସାରି ଫେରିଥିବା ଜଣାପଡିଛି |

ପ୍ରାପ୍ତ ସୂଚନା ମୁତାବକ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଯୋଗାଣ ଅଧିକାରୀ ଶତୃଘ୍ନ ଗିରି କାଶୀନଗର ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ । ଏତଦ ବ୍ୟତୀତ କେତୋଟି ମିଲ ମଧ୍ୟ ପରିଦର୍ଶନ କରି ଧାନ କ୍ରୟ, ବିକ୍ରୟ ଇତ୍ୟାଦି ସମ୍ପର୍କରେ ଚାଷୀ ମାନଙ୍କ ଠାରୁ ପଚାରି ବୁଝିଥିଲେ ।