୩୦ ଟି ଯାକ ଜିଲ୍ଲାରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି : ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ?

0
172
୩୦ ଟି ଯାକ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୦୩) : ପଞ୍ଚାୟତ ନିର୍ବାଚନ ପରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ନିର୍ବାଚନ ହୋଇଥିଲେ । ଏଥିରେ ୩୦ ଟି ଯାକ ଜିଲ୍ଲାରେ ସବୁଠି ବିଜେଡି ହାତେଇଛି ଅଧ୍ୟକ୍ଷ ଆସନ

ଦେଖନ୍ତୁ ୩୦ ଟି ଯାକ ଜିଲ୍ଲା ରୁ କେଉଁ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ କିଏ ନିର୍ବାଚିତ ହୋଇଛନ୍ତି ।

ବାଲେଶ୍ୱର- ନାରାୟଣ ପ୍ରଧାନ (ବିଜେଡି)
ଭଦ୍ରକ- ପ୍ରଫୁଲ୍ଲ ଜେନା (ବିଜେଡି)
କଟକ- କିଶୋର ଚନ୍ଦ୍ର ମିଶ୍ର (ବିଜେଡି)
ଦେବଗଡ଼- କୌଶିକ କୁମାର ପ୍ରଧାନ (ବିଜେଡି)
ଢେଙ୍କାନାଳ- ଅର୍ଚ୍ଚନା ପୁହାଣ (ବିଜେଡି)
ଗଞ୍ଜାମ- ଅଞ୍ଜଳି ସ୍ୱାଇଁ (ବିଜେଡି)

ଅନୁଗୋଳ- ବବିତା ପ୍ରଧାନ (ବିଜେଡି)
ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି)
ବଲାଙ୍ଗିର- ଦେବକୀ ସାହୁ (ବିଜେଡି)
ବରଗଡ଼- ମାନିନୀ ଭୋଇ (ବିଜେଡି)
ଗଜପତି- ଜି. ତିରୁପତି ରାଓ (ବିଜେଡି)
ଝାରସୁଗୁଡ଼ା- ତୁଳାବତୀ ମିଞ୍ଜ୍ (ବିଜେଡି)

ଯାଜପୁର- ନଳିନୀପ୍ରଭା ଜେନା (ବିଜେଡି)
ଜଗତସିଂହପୁର- ମନୋଜ କୁମାର ଭୋଇ (ବିଜେଡି)
ଖୋର୍ଦ୍ଧା- ରୁପଶ୍ରୀରାଣୀ ଗୁମାନସିଂ (ବିଜେଡି)
ପୁରୀ- ସ୍ୱପ୍ନାରାଣୀ ସ୍ୱାଇଁ (ବିଜେଡି)
ରାୟଗଡ଼ା- ସରସ୍ୱତୀ ମାଝୀ (ବିଜେଡି)
ସମ୍ବଲପୁର- କୁମୁଦିନୀ ନାୟକ (ବିଜେଡି)

ସୁବର୍ଣ୍ଣପୁର- ସୁପାର ଠେଲା (ବିଜେଡି)

ସୁନ୍ଦରଗଡ଼- କୁନ୍ତୀ ପ୍ରଧାନ (ବିଜେଡି)
କେନ୍ଦୁଝର- ସାଗରିକା ସାହୁ (ବିଜେଡି)
କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି)
କନ୍ଧମାଳ- ନନ୍ଦିନୀ ମଲ୍ଲିକ (ବିଜେଡି)
କୋରାପୁଟ- ସସ୍ମିତା ମେଲେକା (ବିଜେଡି)
କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ (ବିଜେଡି)

ମାଲକାନଗିରି- ସମାରୀ ଟାଙ୍ଗୁଲୁ (ବିଜେଡି)
ମୟୂରଭଞ୍ଜ- ଭାରତୀ ହାଂସଦା (ବିଜେଡି)
ନବରଙ୍ଗପୁର- ମୋତିରାମ ନାୟକ (ବିଜେଡି)
ନୂଆପଡ଼ା- ଡଲି ମାଝୀ (ବିଜେଡି)
ନୟାଗଡ଼- ଦେବାଶିଷ ପଟ୍ଟନାୟକ (ବିଜେଡି)

ଏଥର ତ୍ରିସ୍ତରୀୟ ପଞ୍ଚାୟ ନିର୍ବାଚନରେ ୮୫୩ ଟି ଜିଲ୍ଲା ପରିଷଦ ଜୋନ୍ ରୁ ବିଜେଡି ସର୍ବାଧିକ ୭୬୬ ଟି ରେ ବିଜୟୀ ହୋଇଥିବା ବେଳେ ବିଜେପି ୪୨ ଓ କଂଗ୍ରେସ ୩୭ ଟି ଆସନ ହାତେଇଛି । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ମିଶି ୮ ଟି ଆସନ ପାଇଛନ୍ତି । ପୂର୍ବରୁ ୩୧୪ ଟି ପଞ୍ଚାୟତ ସମିତି ବା ବ୍ଳକ୍ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ୮୭ ପ୍ରତିଶତରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଦଳ ଦାବି କରିଥିଲା ।