ପୁରୁଣାକଟକ ଠାରେ ଗୋ ପୂଜନ ଉତ୍ସବ

0
203
ପୁରୁଣାକଟକ ଠାରେ ଗୋ

00b90b9d ba08 4717 bdae 97ebdc162a8f ପୁରୁଣାକଟକ ଠାରେ ଗୋ ପୂଜନ ଉତ୍ସବରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୪/୦୩) : ସଂସ୍କୃତି ଓ କଳା ପରିଷଦ ଓଡିଶା ତରଫରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ଗୋ ପୂଜନ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ଉକ୍ତ ଉତ୍ସବରେ ରାଜ୍ୟ ଅଧକ୍ଷ ଲଷ୍ମୀଧର ସାହୁ କର୍ତ୍ତା ହିସାବରେ ଯଜ୍ଞ କର୍ମକୁ ସମ୍ପାଦିତ କରିଥିଲେ l318c2cc4 956a 4ca6 a057 dd7a7ec99d4f ପୁରୁଣାକଟକ ଠାରେ ଗୋ ପୂଜନ ଉତ୍ସବ

ପୁରୁଣାକଟକ ଠାରେ ଗୋ ପୂଜନ ଉତ୍ସବରେ ସ୍ଥାନୀୟ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆମ ସଂସ୍କୃତି, ପରମ୍ପରା ଏବଂ ଗୋ ମାତାଙ୍କ ସମାଜ ପାଇଁ ଉଲେଖନୀୟ ଅବଦାନକୁ ଆଲୋକପାତ କରିଥିଲେ l

ପରିଷଦ ର ମୁଖ୍ୟ ପୃଷ୍ଠପୋଷାକ ତଥା ଚୌଦ୍ୱାର ର ପୂର୍ବତନ ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ୱାଳ କଳାକାର ଓ ଗୋ ମାତାଙ୍କ ଉପରେ ଭିଡିଓ ଜରିଆରେ ମାର୍ଗ ଦର୍ଶନ କରିଥିଲେ l ଯଜ୍ଞ କର୍ମକୁ ଲବ କୁମାର ଚାନ୍ଦ ପରିଚାଳନା କରିଥିବା ବେଳେ ଉକ୍ତ ଉତ୍ସବରେ ପ୍ରାୟ ୫,୦୦୦ ରୁ ଉର୍ଦ୍ଧ ଗୋ ଭକ୍ତ ଓ କଳାକାର ଯୋଗଦେଇ ପ୍ରସାଦ ସେବନ କରିଥିଲେ l