ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଙ୍କ ପଶ୍ଚିମ ଓଡିଶା ଗସ୍ତ

0
196
ଓଡିଶା ସାମ୍ବାଦିକ ସଂଘ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୫/୦୩) : ବିଭିନ୍ନ ଆଲୋଚନା କୁ ନେଇ ଆଜି ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶଶୀଭୁଷଣ ପ୍ରହରାଜ ପଶ୍ଚିମ ଓଡିଶା ଗସ୍ତ ରେ ଆସିଛନ୍ତି |

ପ୍ରଥମେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ( OJU )ସଂଘ ସହିତ ବିଭିନ୍ନ ଆଲୋଚନା ପରେ ବଲାଙ୍ଗୀର ଜିଲ୍ଲା ଅଭିମୁଖେ ଯାଇଥିବାର ସୂଚନା ମିଳିଛି | ବୌଦ୍ଧ ଜିଲ୍ଲା ଓଡିଶା ସାମ୍ବାଦିକ ସଂଘ ର ସମ୍ପାଦକ ଭାଗବତ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପଟ୍ଟନାୟକ, ସଂଘ ର ସଭ୍ୟ ସୁରେନ ସାର, ସୁଶାନ୍ତ କୁମାର ବେହେରା, ଙ୍କ ସମେତ ଅନ୍ୟ ସଭ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ |