ଆସନ୍ତା ୧୮ ରେ ଭୀମ ଭୋଇ ସାମର୍ଥ୍ୟ ଓ ଅଭିଯୋଗ ଶୁଣାଣି ଶିବିର ବୁଡ଼ୁରା ରେ ହେବ

0
144
ଆସନ୍ତା ୧୮

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୪) : ଆସନ୍ତା ୧୮ ତାରିଖ ରେ ବୁଡ଼ୁରା ପଞ୍ଚାୟତ ରେ ଏକ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହେବ । ବିଡ଼ିଓ ଏହି ସୂଚନା ଦେଇଛନ୍ତି ।

ଏଠାରେ ଆଧାର, ମାଟି ପରୀକ୍ଷା, ସ୍ୱାସ୍ଥ୍ୟ ଶିବିର, ପଶୁ ଚିକିତ୍ସା ଶିବିର ଓ ଅଭିଯୋଗ ଶୁଣାଣି ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ ବୋଲି ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।