ହରିପୁର ପରିଦର୍ଶନ ରେ ଗଜପତି ଜିଲ୍ଲାପାଳ

0
181
ହରିପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୬) : ଗତକାଲି ଗଜପତି ଜିଲ୍ଲାପାଳ କାଶୀନଗର ବ୍ଲକ ର ହରିପୁର ଗସ୍ତ କରିଛନ୍ତି ।WhatsApp Image 2022 06 21 at 9.49.14 AM ହରିପୁର ପରିଦର୍ଶନ ରେ ଗଜପତି ଜିଲ୍ଲାପାଳ

ପ୍ରାପ୍ତ ସୂଚନା ଅନୁଯାୟୀ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା, ଜିଲ୍ଲା ମତ୍ସ୍ୟ ଅଧିକାରୀ ହରିପୁର ଠାରେ ଥିବା ବାଇଓ ଫ୍ଲେକ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର କୁ ବୁଲି ଦେଖିଥିଲେ । ମତ୍ସ୍ୟ ଚାଷୀ ତଥା ବ୍ଲକ ବିଜେଡି ସଭାପତି ରକମ୍ ରାମ ପ୍ରସାଦ ମଧ୍ୟ ସେମାନଙ୍କ ଗହଣ ରେ ରହି ଆଲୋଚନା କରିଥିଲେ ।