ଚାଟିକୋଣା ଶିବ ମନ୍ଦିର ରେ ଡଙ୍ଗରିଆ ମାନଙ୍କ କାହାଣୀକୁ ଆଧାର କରି ସିନେମା ସୁଟି° ଆରମ୍ଭ

0
112
ଚାଟିକୋଣା ଶିବ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୨୧/୧୨) : ଆଜି ରାୟଗଡ଼ା ଜିଲ୍ଲା, ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ଶିବ ମନ୍ଦିର ରେ ଡଙ୍ଗରିଆ ମାନଙ୍କ କାହାଣୀ କୁ ଆଧାର କରି ସିନେମା ସୁଟି° ଆରମ୍ଭ ହୋଇଯାଇଛି ।

ଡଙ୍ଗରିଆ ଙ୍କ ଜୀବନ ଶୈଲି, କିଭଲି ସେମାନେ ପାହାଡିଆ ଅଞ୍ଚଳ ରେ କିଭଲି ନିଜ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କ ପ୍ରତ୍ୟକ କାର୍ଯ୍ୟ କଳାପ କୁ ନେଇ ସିନେମା ସୁଟି° କରାଯାଉଛି । କଲାକାର ହରିହର ସିନେମା ମାଧ୍ୟମ ରେ ଡଙ୍ଗରିଆ ମାନଙ୍କ ଜିବନ ଜୀବିକା କାହାଣୀ ମାଧ୍ୟମ ରେ ଲୋକ ଲୋଚନ କୁ ଆଣିବାକୁ ତାଙ୍କର ପ୍ରୟାସ ଜାରି ରହିଛି ।ଆଜି ସେ ପ୍ରୟାସ ସଫଳ ହେବାକୁ ଯାଉଛି ଏଣୁ କଲାକାର ହରିହର ଆଜି ଚାଟିକୋଣା ଶିବ ମନ୍ଦିର ରେ ସିନେମା ସୁଟି° ଆରମ୍ଭ ହୋଇଯାଇଛି ଏଠାରେ ଅନେକ ସିନେ ପ୍ରଶ°ସକ ସୁଟି° ଦେଖିବାକୁ ଯାଇଥିଲେ ।