ଗୁଡ଼ାରୀ ପ୍ରିମିୟର ଲିଗ୍ ର ପ୍ରଥମ ସଂସ୍କରଣ ରେ Eleven Hunters ଦଳ ବିଜୟ

0
99
ଗୁଡ଼ାରୀ ପ୍ରିମିୟର

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୧/୦୧) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ସହରରେ ଏକ ଗୁଡ଼ାରୀ ପ୍ରିମିୟର ଲିଗ୍ ର ୫ ଟି ଟିମ୍ ନେଇ ଆରମ୍ଭ କରାଯାଇଥିଲା ।WhatsApp Image 2023 01 01 at 17.56.41 ଗୁଡ଼ାରୀ ପ୍ରିମିୟର ଲିଗ୍ ର ପ୍ରଥମ ସଂସ୍କରଣ ରେ Eleven Hunters ଦଳ ବିଜୟ

ଗୁଡ଼ାରୀ ପ୍ରିମିୟର ଲିଗ୍ କୁ ତହସିଲଦାର ଶ୍ରୀମତୀ ଭାରତୀ ଦେବୀ ଶୁଭ ଉଦ୍ଘାଟନ କରିଥିଲେ । ପ୍ରଥମ ସଂସ୍କରଣ ର ଆଜି ଫାଇନାଲ ମ୍ୟାଚ ରେ NS Avengers ଦଳ ଓ Eleven Hunters ଦଳ ଙ୍କ ମଧ୍ୟରେ ଖେଳା ଯାଇଥିଲା । Eleven Hunters ଦଳ ବିଜୟ ହାସଲ କରିଥିଲେ । ଏହି ଟୁର୍ଣ୍ଣ ମେଣ୍ଟ ର ମୁଖ୍ୟ ଅତିଥି ଭାବେ ତହସିଲଦାର ଶ୍ରୀମତୀ ଭାରତୀ ଦେବୀ ଓ ବିଜେଡି ନେତା ସନ୍ତୋଷ ମହାନ୍ତି ଉପସ୍ଥିତ ଥିଲେ । ବିଜେତା ଦଳ କୁ ଟ୍ରଫି ସହ ୬୫୦୦ ଟଙ୍କା ଓ ରନର୍ସ ଅପ୍ ଦଳ କୁ ଟ୍ରଫି ସହ ୫୫୦୦ ଟଙ୍କା ଦେଇ ପୁରସ୍କୃତ କରିଥିଲେ । ଉଭୟ ଟିମ୍ କୁ ଦୁଇ ଅତିଥି ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ନାମେଣ୍ଟ କୁ Youth Icon Cricket Club ପରିଚାଳନା କରିଥିଲେ ।