ଜବତ ହେଲା ୪୦ଲକ୍ଷ ଟଙ୍କାର ଧଳାଜହର

0
101
ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୧/୦୧) : ଖୋର୍ଦ୍ଧାରେ ପୁଣି ଜବତ ହେଲା ୪୦ଲକ୍ଷ ଟଙ୍କାର ଧଳାଜହର ।

ବିହାରରୁ ଖୋର୍ଦ୍ଧକୁ ଆସୁଥିଲା ବ୍ରାଉନସୁଗାର । ୨ଗିରଫ । ଖୋର୍ଦ୍ଧା ପୋଲିସର ଏକ ସ୍ଵତନ୍ତ୍ର ଟିମ ଟାଉନ ଥାନା ଅନ୍ତର୍ଗତ ହଲଦିଆଗଡ ନିକଟରେ ଚଢ଼ାଉ କରି ୪୦୦ଗ୍ରାମ ଧଳାଜହର ଜବତ କରିଛି । ତା’ସହ ୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୨୬ ହଜାର ଟଙ୍କା ଓ ଗୋଟିଏ କାର ଜବତ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଖୋର୍ଦ୍ଧା ଟାଉନ ଅଞ୍ଚଳର ସନ୍ଦୀପ ମହାନ୍ତି ଓ ଢେ଼ଙ୍କାନାଳ ଗଣେଶ ବେହେରା ।