ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ

0
100
କରିଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୯/୦୩) : ପାହାଡ ଉପରେ ଝୁଲୁଛି ଯୁବକଙ୍କ ମୃତଦେହ । ମୃତ ଯୁବକଙ୍କ ନାଁ ରିଙ୍କୁ ସାହୁ । ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ବୈଷ୍ନୋ ଦେବୀ ପାହାଡ଼ ଉପରେ ଘଟିଛି ଘଟଣା ।

ରିଙ୍କୁ ଙ୍କ ଘର ଟିମ୍ବର କଲୋନୀରେ ରିଙ୍କୁ ଙ୍କ ବୟସ ୩୧ ବର୍ଷ ହୋଇଥିବା ବେଳେ ଗତ କିଛି ବର୍ଷ ତଳେ ଅନ୍ୟ ଏକ ଯୁବତୀଙ୍କୁ ନେଇ ଫେରାର ମାରିଥିଲେ । ଦୁଇ ଝିଅ ସହ ଗୋଟିଏ ପୁଅର ବାପା ରିଙ୍କୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସୂଚନା ।