ମାଁ ଠାକୁରାଣୀ ଙ୍କ ଘଣ୍ଟ ଯାତ୍ରା ଚଳିତ ବର୍ଷ ଅତି ସୁନ୍ଦର ଭାବରେ ପାଳିତ

0
89
ମାଁ ଠାକୁରାଣୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୬/୪) : ରାୟଗଡା ଜିଲ୍ଲା ଚଳିତ ବର୍ଷ ବିଷମକଟକ ମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଖୁବ ଧୁମ ଧାମ ରେ ପାଳନ ହେଉଛି ।WhatsApp Image 2023 04 26 at 19.32.17 ମାଁ ଠାକୁରାଣୀ ଙ୍କ ଘଣ୍ଟ ଯାତ୍ରା ଚଳିତ ବର୍ଷ ଅତି ସୁନ୍ଦର ଭାବରେ ପାଳିତ

ମାଁ ଠାକୁରାଣୀ ପ୍ରତି ଦିନ ସନ୍ଧ୍ୟା ରେ ଗାଁ ପରିଭ୍ରମଣ ରେ ଯାଉଛନ୍ତି । ଏହା ସହିତ ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ମହୁଛି । ଆଜି ଓଡିଶା ର ଜଣେ ଜଣା ଶୁଣା ନା ଯୋଗେଶ ଜୋ ଜୋ ଓ ଆଶିଷ କୁମ୍ଭାର ଙ୍କ କାର୍ଯ୍ୟକ୍ରମ ଥିବାରୁ ବହୁ ସଂଖ୍ୟା ରେ ଦର୍ଶକ ଯୋଗ ଦେବାର ସମ୍ଭାବନା ଅଛି । ଏହା ସହ ବିଷମକଟକ ପୋଲିସ ବାହିନୀ ଏହି ଯାତ୍ରା କୁ ଶାନ୍ତି ଶ୍ରୁଖଳା ସହ ପରିଚାଳନା କରୁଛନ୍ତି । ବିଷମ କଟକ ର ତଥା ବାହାର ଭକ୍ତ ଓ ଦର୍ଶକ ଏହି ଯାତ୍ରାରେ ନିଜର ସହଯୋଗ ସହ ଆନନ୍ଦ ନେଉଛନ୍ତି । ତେଣୁ ମାଁ ମାର୍କମା ପୂଜା କମିଟି ଓ ସଭାପତି ଲିଜା ସମସ୍ତଙ୍କୁ ଧନ୍ୟବାଦ ଜାଣୁଛନ୍ତି ।