ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

0
248
ଓ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୪) : ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ସଭା ଗୃହରେ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।

ଆଜି ଅବସର ନେଉଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିନା ବେହେରା ଶିକ୍ଷକ ସୂର୍ଯ୍ୟନାରାୟଣ, ଶିକ୍ଷୟତ୍ରୀ ଉର୍ମିଳା ବିନ୍ଧାଣିରତ୍ନ, ବିନ୍ଧୟଗିରି ଚରତୀ ଙ୍କୁ ଅବସର କଷୁଳିନ ବିଦାୟ ଶିକ୍ଷକ ସଙ୍ଘ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ, ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ କତେୟା ସାମ୍ବାଦିକ ହୃଷିକେଶ ଗୌଡ଼ ଓ ସମସ୍ତ ସି ଆର ସି ସି, ଓ ବହୁ ଶିକ୍ଷୟସ୍କ ଶିକ୍ଷୟତ୍ରୀ ଏହି ସଭା ରେ ଯୋଗ ଦେଇ ବିଦାୟ ଦେଇଥିଲେ ।