ଗଜପତି ଜିଲ୍ଲା ରେ ୮୦ ହାଇସ୍କୁଲ 5Tରେ ରୂପାନ୍ତରିତ

0
74
ଜିଲ୍ଲା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୫) : ଗତ କାଲି ଗଜପତି ଜିଲ୍ଲା ର ୮୦ ଟି ହାଇସ୍କୁଲ 5T ସ୍କୁଲ ଭାବେ ଲୋକାର୍ପିତ ହୋଇଛି ।WhatsApp Image 2023 05 05 at 13.35.17 ଗଜପତି ଜିଲ୍ଲା ରେ ୮୦ ହାଇସ୍କୁଲ 5Tରେ ରୂପାନ୍ତରିତ

ଗତକାଲି 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଗଜପତି ସଦତ୍ତ ମହକୁମା ରୂ ଜିଲ୍ଲା ରେ ଥିବା ୮୦ ଟି ସ୍କୁଲ କୁ ଲୋକାର୍ପିତ କରିଛନ୍ତି । କାଶୀନଗର ବ୍ଲକ ର ଭାନ୍ନା ହାଇସ୍କୁଲ, ଶିଆଳି ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ଅଲଡା, ଛଡାଙ୍ଗିପୁର ହାଇସ୍କୁଲ ରହିଛି ।