ବିମଳେନ୍ଦୁ ରାୟ ହେଲେ ସୁବର୍ଣ୍ଣପୁର ନୂଆ ଜିଲ୍ଲାପାଳ

0
124
ଜିଲ୍ଲାପାଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୬) : ବିମଳେନ୍ଦୁ ରାୟ ହେଲେ ସୁବର୍ଣ୍ଣପୁର ର ନୂଆ ଜିଲ୍ଲାପାଳ l

ଆଜି ଏ ନେଇ ରାଜ୍ୟ ସରକାରଙ୍କ ଜିଏ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ପ୍ରକାଶ ଥାଉ କି ଏଠାରେ ଜିଲ୍ଲାପାଳ ଥିବା ଆବୋଲି ସୁନୀଲ ନରୱାନେ ଝାରସୁଗୁଡା କୁ ବଦଳି ହେବା ପରେ ଏଠାକାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ l