ମୀରାବାଲି ପଞ୍ଚାୟତ ରେ ବ୍ଲକ ସ୍ତରିୟ କ୍ରିକେଟ ଟୁର୍ନାମେଣ୍ଟ ଉଯାପିତ

0
191
ମୀରାବାଲି

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡା, (୦୯/୦୬) : ରାୟଗଡା ଜିଲ୍ଲା ମୀରାବାଲି ଗ୍ରାମ ପଞ୍ଚାୟତ ମୀରାବାଲି ଠାରେ ଗତ ୨୩ତାତିଖ ରେ ଆରମ୍ବ ହେଇଥିବା ବ୍ଲକ ସ୍ତୋରୀୟ କ୍ରିକେଟ ମୀରାବାଲି ପ୍ରିମିଏମ ଲିଗ ଟୁର୍ନାମେଣ୍ଟ ଆଜି ଉଦଯାପିତ ହେଇଯାଇଛି ।

ମୀରାବାଲି ପଞ୍ଚାୟତ ରେ ବ୍ଲକ ସ୍ତରିୟ କ୍ରିକେଟ ଟୁର୍ନାମେଣ୍ଟ ରେ ୩୨ଟି ଟିମ ମଧ୍ୟରେ ଲିଗ ମେଚ ଖେଳାଯାଇଥିବା ବେଳେ ଫାଇନାଲ ମେଚ ରେ ସାନ ସାନ୍ଦୁବାଡ଼ି ଓ ଆନ୍ଦ୍ର ପ୍ରଦେଶ ର ବିଶାଖା ପାଟନମ ଜିଲ୍ଲା ଗୁମା ଲଛିମପୁର ମଣ୍ଡଳମ କନିସିଙ୍ଗ ଟିମ ମଧ୍ୟରେ ଅନୁଷ୍ଠିତ ହେଇଥିଲା । ଉକ୍ତ ମେଚ ରେ ଆନ୍ଦ୍ର ପ୍ରଦେଶ କା ନିସିଙ୍ଗ ପ୍ରଥମ ବେଟିଙ୍ଗ କାରି ୧୨ ଅଭେର ରେ ୧୨୪ ରନ ସଂଗ୍ରହ କରିଥିଲେ ଦ୍ଵିତୀୟ ବେଟିଙ୍ଗ କରି ସାନ ସାନ୍ଦୁବାଡ଼ି ୮୦ ରନ ସଂଗ୍ରହ କରି କାନିସିଂ ଠାରୁ ପରାସ୍ତ ହେଇଥିଲା ଉକ୍ତ ଉଦଯାପନୀ ଉତ୍ସାବରେ ମୁଖ୍ୟ ଅଥିତି ଭାବେ ଚାଷୀ ଏକତା ପରିଷଦ ଜିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା, ସାନମାନୀୟ ଏଥିଭାବେ ଚାଷୀ ଏକତା ପରିଷଦ ସଂଗଠନିକ ସମ୍ପାଦକ ପ୍ରିତମ କୁମାର,ଚାଷୀ ଏକତା ପରିଷଦ ସଂଗଠକ ଧର୍ମେନ୍ଦ୍ର ନାଇକ, ସତ୍ୟବାନ ମଣ୍ଡାଙ୍ଗି ସମାଜସେବୀ, ଗ୍ରାମ ର ଭଦ୍ରଭେକ୍ତି ପୁର୍ଣଚନ୍ଦ୍ର ରତ୍ନାଲୁ, ଶିତିଗା ମଣ୍ଡାଙ୍ଗି, ଆୟଯୋକ ପିଣ୍ଟୁ ରତ୍ନାଲୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ପରିଶେଷରେ ପ୍ରଥମ ସ୍ଥାନ ହାସଲ କରିଥିବା ଟିମ କୁ ଟ୍ରଫି ସହ ୨୦ହଜାର ଓ ରନର୍ସ ଅଫ ଟିମ କୁ ଟ୍ରପି ସହ ୧୨ ହଜାର ଟଙ୍କା ମୁଖ୍ୟ ଅଥିତି ଶ୍ରୀ ପ୍ରତାପ ପୁଆଲା ପୁରସ୍କାର ବିତରଣ କରିଥିଲେ ।