କାଶୀନଗରରେ 74 ତମ ବନ ମୋହତ୍ସବ ପାଳିତ # 74th forest Best Mohatsab

0
113
କାଶୀନଗରରେ

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୦୮/୦୭): ଗତ ଗୁରୁବାର ଦିନ କାଶୀନଗରରେ ବାରଣାସୀ ହାଇସ୍କୁଲ ଠାରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |

କାଶୀନଗରରେ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭି. କୁର୍ମାନଥମ, ଖେଳ ଶିକ୍ଷକ ଅନ୍ଦା୍ୱାରାପୁ ମଧୁ, ମଧୁ କୁମାର,ରାଉତୁ ଦିଲୀପ କୁମାର,ଅଜୟ କୁମାର ଗୌଡ଼,ଅଜୟ କୁମାର ଗିରି, ଯଶବନ୍ତି ଦାସଙ୍କ ଦ୍ୱାର ବିଦ୍ୟାଳୟର ଚତୁର୍ପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା | ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର, ଛାତ୍ରୀ ମଧ୍ୟ ଯୋଗ ଦେଇ ବୃକ୍ଷ ରୋପଣର ମହତ୍ୱ ବିଷୟରେ ଜ୍ଞାନ ଆରୋହଣ କରିଥିଲେ |