1. Best News : ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

0
76
ଅତିରିକ୍ତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୪/୦୮) : ରାୟଗଡା ନୂତନ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଗତ ୧୨/୦୮/୨୩ରିଖ ଶନିବାର ଦିନ କୋଳନାରା ତହସିଲ ପରିଦର୍ଶନ ଯାଇଥିଲେ lWhatsApp Image 2023 08 14 at 10.32.07 1 1. Best News : ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

କୋଲନରାରେ ନୂତନ ଭାବରେ ଅଦାଲତ କୋଠା ନିର୍ମାଣ ପାଇଁ ତହସିଲରେ କାର୍ଯ୍ୟାଳୟ ତରଫରୁ ଆବଣ୍ଠିତ ଜମି ବୁଲିଦେଖିଥିଲେ l ନୂତନ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ କାର୍ଯ୍ୟକାରୀ ହେବ ସେଉପରେ ତହସିଲଦାର କୋଲନରl ଓ ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥାକୁ ପରାମର୍ଶ ଦେଇଥିଲ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ପରିଦର୍ଶନ ସମୟରେ କୋଲନରା ତହସିଲଦାର ଏମ. ନୀଳକଣ୍ଠ ନାଇଡ଼ୁ, ଅତିରିକ୍ତ ତହସିଲଦାର ବିଗ୍ନରାଜ କହଁର, ସହକାରୀ ଅଗ୍ନୀଶମ୍ମ ଅଧିକାରୀ, ରାଜସ୍ବ ନିରୀକ୍ଷକ ଉପସ୍ଥିତ ଥିଲେ l