Best News : 25ଟି ବିଷଧର ସାପ ଜବତ କଲା ବନ ବିଭାଗ

0
61
25ଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୭/୦୮) : 25ଟି ବିଷଧର ସାପ ଜବତ କଲା ବନ ବିଭାଗ : – ବାଲେଶ୍ଵର ଚାନ୍ଦିପୁର ବନବିଭାଗକୁ ମିଳିଛି ବଡ଼ ସଫଳତା । ରାଜ୍ୟ ବାହାରକୁ ବିଷଧର ସାପ ଚାଲାଣ ବେଳେ ରେଡ୍ କଲା ବନ ବିଭାଗ ।

ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଧୀନ ନୂଆଁ ଗାଁ ପଞ୍ଚୁପାଲି ଅଞ୍ଚଳରୁ 25 ଟି ସାପ ଜବତ ହୋଇଛି । ଏହି ରାକେଟରେ ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଜେରା କରୁଛି ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ବନଖଣ୍ଡ ଏ.ସି.ଏଫ୍ ଦିଗନ୍ତ ଶୋଭନ ଚାନ୍ଦ ।